ସିଏମ୍‌ସି ଠାରୁ ୧୭ କୋଟି ନେଇ ଚୁପ୍ ବସିଛି ଏଏସ୍‌ଆଇ

ଭୁଲିଗଲା ଗଡ଼ଖାଇ ଖନନ, ‌ବୋଟିଂ ବ୍ୟବସ୍ଥା କଟକ: ପ୍ରାକୃତିକ ଜଳ ଉତ୍ସ ‘ଝର’ର ଅଭାବ ନାହିଁ। ବ‌ର୍ଷ ସାରା ଲହଡି ମାରୁଛି ପାଣି। ଲମ୍ବ, ଓସାର, ଗଭୀରତାରେ ବି କିଛି କମ୍ ନୁହେଁ। ଏଭଳି ପର୍ଯ୍ୟାପ୍ତ ପ୍ରାକୃତିକ ଭିତ୍ତିଭୂମି ଥିଲେ ମଧ୍ୟ ‘ଗଡଖାଇ’ ଅବହେଳିତ ହୋଇପଡ଼ିଛି। କେଉଁଠି ଦଳ ମାଡିଗଲାଣି ତ ଆଉ କେଉଁଠି ପୋତି ହେଲାଣି। ୧୦ବର୍ଷ ତଳେ ଆରମ୍ଭ ‌ହୋଇଥିବା ‘ଗଡ଼ଖାଇ’ର ଖନନ ଅଧା ହୋଇ ପଡ଼ିଛି। … Continue reading ସିଏମ୍‌ସି ଠାରୁ ୧୭ କୋଟି ନେଇ ଚୁପ୍ ବସିଛି ଏଏସ୍‌ଆଇ